ଭଗବାନ ଭବନ
ମଙ୍ଗଳପୁର, ଜାନୁଗଞ୍ଜ, ବାଲେଶ୍ୱର
ଭଗବାନ ଭବନ ଗୋଟିଏ ପରିବାର
"ମେଳାପି ମନ,ହସୁଥିବା ବଦନ ଏଇଆ ତ ଆମ ଭଗବାନ ଭବନ।"
"ଭଗବାନ ଭବନ: ଯେଉଁଠି ସମ୍ପର୍କର ମୂଲ୍ୟ ସବୁଠୁ ଉପରେ।"
ଏହି କୋଠରୀଟି ଖାଲି ଚାରି କାନ୍ଥ ନୁହେଁ, ଏହା ଆମ ସ୍ୱପ୍ନର ନୀଡ଼।
ଯେଉଁଠି ପ୍ରତିଟି କାନ୍ଥ କହେ ଭଲପାଇବାର କାହାଣୀ।
"ହସଖୁସିର ମୂଳ ଦୁଆ।"
📍 Open Our Location in Google Maps